ଦିଲ୍ଲୀରେ ଲଗାଣ ବର୍ଷା : ବଢ଼ିଲା ଯମୁନାର ଜଳସ୍ତର

୧୦୦ରୁ ଅଧିକ ପରିବାରଙ୍କୁ କରାଗଲା ସ୍ଥାନାନ୍ତର ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳ ସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଯମୁନାର ବିପଦ ସଂକେତ ୨୦୫.୩୩ ମିଟର ଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି। ଜଳସ୍ତର ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଯେ ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଲାଗିରହିଛି। ଅଧିକାରୀଙ୍କ କହିବାନୁସାରେ, ଯମୁନାର ଜଳସ୍ତର ବଢ଼ୁଥିବାରୁ … Continue reading ଦିଲ୍ଲୀରେ ଲଗାଣ ବର୍ଷା : ବଢ଼ିଲା ଯମୁନାର ଜଳସ୍ତର